ଭୁବନେଶ୍ୱର: ଆଇଏଏସ୍ ସତ୍ୟପ୍ରିୟ ରଥ ହେଲେ ଗ୍ରୀଡ୍କୋ ଏମ୍ଡି । ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ରାଜ୍ୟ ଅର୍ଥ କମିଶନ ମେମ୍ବର ସେକ୍ରେଟାରୀ ଅତିରିକ୍ତ ଦାୟିତ୍ବ ବି ତୁଲାଇବେ ।