25.1 C
Bhubaneswar
Monday, December 8, 2025
Homeଓଡିଶାସଇତାନ ବାପାକୁ ଆଜୀବନ ସଜା

ସଇତାନ ବାପାକୁ ଆଜୀବନ ସଜା

ବରଗଡ: ନାବାଳିକ ଦୁଷ୍କର୍ମ ବାପାକୁ ଆଜୀବନ ସଜା । ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ । ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟଙ୍କ ରାୟ । ପୀଡିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ବିଏଲଏସଏକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ ମସିହାରେ ବରଗଡ ଥାନାରେ ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking