ଭୁବନେଶ୍ୱର: କେନ୍ଦ୍ରାପଡା ସାତଭାୟା ବାଲ୍ୟ ବିବାହକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି, ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିପୋର୍ଟ ମଗା ଯାଇଛି କହିଲେ ପ୍ରଭାତୀ ପରିଡା । ରିପୋର୍ଟ ଆସିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେ ଅପରାଧ ରୋକିବା , କିନ୍ତୁ ସମାଜର ସହଯୋଗ ଜରୁରୀ ।










