22.1 C
Bhubaneswar
Friday, February 6, 2026
Homeଓଡିଶାନୀଳାଚଳ କମ୍ପାନୀରେ ସରକାରଙ୍କ ସ୍ଵତନ୍ତ୍ର ଟିମକୁ ଦାବିପତ୍ର ପ୍ରଦାନ କଲେ ସର୍ବହରା ସୁରକ୍ଷା ସମିତି

ନୀଳାଚଳ କମ୍ପାନୀରେ ସରକାରଙ୍କ ସ୍ଵତନ୍ତ୍ର ଟିମକୁ ଦାବିପତ୍ର ପ୍ରଦାନ କଲେ ସର୍ବହରା ସୁରକ୍ଷା ସମିତି

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଇସ୍ପାତ ହବ ଥିବା ଟାଟା ଷ୍ଟିଲ ପରିଚାଳିତ ନୀଳାଚଳ ଇସ୍ପାତ କାରଖାନା ସମ୍ପ୍ରସାରଣ ସମ୍ପର୍କ ରେ ସରକାରଙ୍କ ସ୍ଵତନ୍ତ୍ର ଟିମ ଗ୍ରସ୍ତ କରି ଥିଲେ l ନୀଳ ଚଳ କାରଖାନା ରେ ବିସ୍ଥାପିତ ମାନଙ୍କ ସମସ୍ୟା ପ୍ରତି ଉପେକ୍ଷା କରୁ ଥିବାରୁ କାରଖାନା ସଂପ୍ରାରଣ କୁ ବିସ୍ଥାପିତ ମାନେ ବିରୋଧ କରୁଛନ୍ତି ଆମ ସମସ୍ୟା ସମଧାନ କରି କାରଖାନା ସମ୍ପପ୍ରସାରଣ କର l ସର୍ବ ହରା ସୁରେକ୍ଷା ସମିତି ପକ୍ଷରୁ ଦାବି ପତ୍ର ଦେବା ପାଇଁ କାର ଖାନା ସମ୍ପୃକରେ ସହ ସହ ସଂଖ୍ୟାରେ ରୁଣ୍ଡ ହୋଇ ଥିଲେ l ଅତି ହୋଲ୍ଲା ପରେ ସରକାର ଙ୍କ ପ୍ରତି ନିଧି କୁ ଦାବିପତ୍ର ପ୍ରଦାନ କଲେ ସର୍ବହରା ସୁରକ୍ଷା ସମିତି ସଦସ୍ୟ । ସୂଚନା ମୁତାବକ ସରକାରଙ୍କର ଏକ ସ୍ଵତନ୍ତ୍ର ଟିମ୍ ସୋମବାର ଦିନ ନୀଳାଚଳ କାର୍ଯ୍ୟ ଓ ପରିବେଶ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ସର୍ବହରା ସୁରକ୍ଷା ସମିତିର ଅନେକ ସଦସ୍ୟ ତାଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଦାବିପତ୍ର ଦେବା ପାଇଁ ଅନେକ ଗ୍ରାମବାସୀ ଆସିଥିବା ବେଳେ ଅଧିକାରୀଙ୍କୁ ସାମୁହିକ ଦାବିପତ୍ର ପ୍ରଦାନ କରିବାରେ ବିଫଳ ହେବାରୁ ସୋମବାର ଅପରାହ୍ନ ୩ ଘଟିକା ସମୟରେ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ସର୍ବହରା ସୁରକ୍ଷା ସମିତି ସଦସ୍ୟ । ଏନେଇ ସ୍ଥାନୀୟ ସର୍ବହରା ସୁରକ୍ଷା ସମିତି ସଦସ୍ୟ ମାନେ ଜିଲ୍ଲା ପ୍ରାସାସନିକ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ସର୍ବହରା ସୁରକ୍ଷା ସମିତିର ଦୁଇଜଣ ସଦସ୍ୟଙ୍କୁ ଅନୁମତି ମିଳିବା ପରେ ସେମାନେ ନୀଳାଚଳ ସଭା ଗୃହକୁ ଯାଇ ଦାବି ପତ୍ର ପ୍ରଦାନ କରିଥିବା ସୁଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking