28.1 C
Bhubaneswar
Wednesday, February 4, 2026
Homeଓଡିଶାବ୍ୟାସନଗର ପୌରପରିଷଦରେ ଅନାସ୍ଥା ଭୋଟରେ ହାରିଲେ ସଂଗୀତା ପିଙ୍ଗୁଆ

ବ୍ୟାସନଗର ପୌରପରିଷଦରେ ଅନାସ୍ଥା ଭୋଟରେ ହାରିଲେ ସଂଗୀତା ପିଙ୍ଗୁଆ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ରେ ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା . ନିର୍ବାଚନକୁ କଳିଙ୍ଗନଗର ଏଡିମ ତଥା ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ ନିର୍ବାଚନ ପରିଚାଳନା କରିଥିଲେ . ବ୍ୟାସନଗର ପୌରପରିଷଦ 26 ଜଣ ପାରିଷଦ ଥିଲା ବେଳ 26 ଜଣ ପାରିଷଦ ଙ୍କ ମଧ୍ୟ୍ୟ ରୁ 20 ଜଣ ପାରିଷଦ ଆଜିର ଅନାସ୍ଥା ଭୋଟ ରେ ଭୋଟ ଦେଇଛନ୍ତି . ଅଧ୍ୟକ୍ଷା ପୀଙ୍ଗୁଆ ବିରୁଦ୍ଧ ରେ 20ଜଣ ପାରିଷଦ ଭୋଟ ଦେଇ ଥିଲେ l ସୂଚନା ଯୋଗ୍ୟ ଯେ ସଙ୍ଗିତl ପିଙ୍ଗୁଆ ବିଜେଡି ଦଳ ପକ୍ଷରୁ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ l ତାଙ୍କ ମନ ମାନି ଓ ସେଚାଚlରିତା ପାଈ ବିଜେଡି ପାରିଷଦ ସହ ମନ ମାଲିନ ହୋଇ ଥିଲା ଅଧ୍ୟକ୍ଷା ସହ ପାରିଷଦ ବର୍ଗ ପରି ଶେଷ ରେ ଆସୋନ୍ତନ୍ତ ର ବହ୍ନି ବିସ୍ପୋରଣ ନେଲା ବିଜେଡି ପାରିଷଦ ମାନେ ଗତ ମାସ 6ତାରିଖ ରେ ଯାଜପୁର ଜିଲ୍ଲା ପାଳ ଙ୍କ ନିକଟ ରେ ଅଧ୍ୟକ୍ଷତା ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଥିଲେ l ଜିଲ୍ଲା ପାଳ ପୌର ନିୟମ ଅନୁସାରେ ଆଜି ପୌର ଅଧ୍ୟକ୍ଷତା ଙ୍କ ବିରୁଦ୍ଧ ରେ ଅନାସ୍ଥା ପ୍ରସ୍ତାବ ର ଭୋଟ ପାଇଁ ଦିନ ସମୟ ନିର୍ଦ୍ଧାରିତ ଭୋଟ ଗ୍ରହଣ କାରା ଯାଇ ଥିଲା କଳିଙ୍ଗ ନଗର ଅତି ରିକ୍ତ ଜିଲ୍ଲା ପାଳ ସପନ କୁମାର ନନ୍ଦ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରି ଥିଲେ ବିଜେଡି ର 16 ଜଣ ପାରିଷଦ4ଜଣ କଂଗ୍ରେସ ପାରିଷଦ ଅଧ୍ୟକ୍ଷତା ବିରୋଧ ରେ ଭୋଟ ଦେଇ ଥିଲେ l ନିର୍ବାଚନ ଫଳ ଫଳା ଘୋ ଷଣା କୁ ବିଳମ୍ବ କାରା ଯାଇ ଥିଲା ଫଳ ରେ ଆଶୋତନ୍ତ ପ୍ରକାଶ ପାଇ ଥିଲା ଜିଲ୍ଲା ପାଳ ଙ୍କ ନିର୍ଦ୍ଦେଶ ରେ ଫଳl ଫଳ ଘୋଷଣା କରା ଥିଲା ଅଧ୍ୟକ୍ଷା ନିଜର ଆତ୍ମ ଗର୍ବି ଅହଙ୍କାର ଯୋଗୁ ପରାଜୟ କଲେ ବୋଲି ପାରିଷଦ ବୃନ୍ଦ କହୁ ଥିଲେ ଧର୍ମ ର ଜୟ ହେଲା ବୋଲି ଉପ ନଗର ପାଳ ସୁବାଷ ଚନ୍ଦ୍ର ବଲ ପାରିଷଦପ୍ରାର୍ଥ ଶାରତି ନାୟକ ବିଭନ୍ନ ଗଣ ମାଧ୍ୟମ କୁ ସୁଚନା ଦେଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking