23.1 C
Bhubaneswar
Saturday, March 22, 2025
Homeଓଡିଶାବାଲି ଚୋରି : ୧୧ ମାସରେ ୪୦ କୋଟି ଫାଇନ- ମନ୍ତ୍ରୀ  

ବାଲି ଚୋରି : ୧୧ ମାସରେ ୪୦ କୋଟି ଫାଇନ- ମନ୍ତ୍ରୀ  

ଭୁବନେଶ୍ୱର : ଲଘୁ ଖଣିଜ ଚୋରି ମାମଲାରେ ୩ ବର୍ଷରେ ୧୯୫ କୋଟି ଫାଇନ । ୧୯୫ କୋଟି ୨୭ ଲକ୍ଷ  ଫାଇନ ଆଦାୟ ହୋଇଛି । ଗୃହରେ ଖଣି ମନ୍ତ୍ରୀ  ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି । ଚୋରା ବାଲିରୁ ୧୧ ମାସରେ ୪୦ କୋଟି ୭୩ ଲକ୍ଷ ଫାଇନ ରହିଛି । ୧ ଲକ୍ଷ ୫ ହଜାର ୨୪୨ଟି ରେଡ ହୋଇଛି । ୩୮୯୫ ଗାଡି ସିଜ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking