21.1 C
Bhubaneswar
Saturday, February 7, 2026
Homeଓଡିଶାଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା

ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା

ସମ୍ବଲପୁର: ଚାଷୀ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା । ଧାନ ବିକ୍ରିକୁ ନେଇ ଅସନ୍ତୋଷ ବଢୁଥିବାରୁ ବନ୍ଦ ଡାକରା ଦେଇଛନ୍ତି । ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବରେଇପାଲିରୁ ବାଇକ୍ ରାଲି ଆରମ୍ଭ ହୋଇଛିି । ସୂଚନାଯୋଗ୍ୟ, ସପ୍ତାହକୁ ଦୁଇ ଦିନ ବନ୍ଦ ରହିବ ଦୁଆରଶୁଣି ଘାଟି ରାସ୍ତା । ଘାଟି ରାସ୍ତା ସମ୍ପ୍ରସାରଣ ପାଇଁ ହେବ ପଥର ବ୍ଲାଷ୍ଟିଙ୍ଗ । ଗୁରୁବାର ଓ ଶୁକ୍ରବାର ଅପରାହ୍ନ ୧ଟାରୁ ୪ଟା ରାସ୍ତା ବନ୍ଦ । ଦୁଆରଶୁଣି ଘାଟିର ଉଭୟ ପଟୁ ଗାଡି ଚଳାଚଳ ବନ୍ଦ ରହିବ । ବିକଳ୍ପ ରାସ୍ତା ବାଙ୍ଗିରିପୋଷି – କତରା – ଚନ୍ଦନପୁର – ଶଙ୍ଖଭଙ୍ଗା ଦେଇ ଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking