ଭୁବନେଶ୍ୱର: କାମ ବିଳମ୍ବ ହେଲେ ଦରମା ବନ୍ଦ । ଏନେଇ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ବଡ ବୟାନ ଦେଇଛନ୍ତି । କହିଛନ୍ତି, ବିଭାଗ ପକ୍ଷରୁ ୭ ଦିନରେ ୨ ଥର ମନିଟରିଂ କରାଯିବ । ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ମନ୍ତ୍ରୀ ।