ଭୁବନେଶ୍ୱର : ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଗିରଫ ହୋଇଛନ୍ତି । କଟକ କାନପୁର ଥାନା ଅଞ୍ଚଳରୁ ପୋଲିସ ଗିରଫ କରିଛି । ହତ୍ୟା ପରେ ପଲସର ଗାଡି ଛାଡି ପଳାଇଥିଲା ସୁଶେଇ । ପୂର୍ୱରୁ ସହଦେବ ହତ୍ୟା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି ।