23.1 C
Bhubaneswar
Friday, January 10, 2025
Homeଓଡିଶା ସହଦେବ ହତ୍ୟା ମାମଲା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

 ସହଦେବ ହତ୍ୟା ମାମଲା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର : ସହଦେବ ହତ୍ୟା ମାମଲାରେ ବିଚାରବିଭାଗୀୟ ତଦନ୍ତ ଦାବି କଲା ବିଜେଡି । ଭିଡିଓ ଦେଖାଇ ପୁଲିସକୁ ବିଜେଡି ଟାଗଚ୍ଛେଟ କରିଛି । ସହଦେବ ପୁଲିସର ବଡ ଇନଫର୍ମର ଥିଲେ । ସହଦେବ  ନିଶା ବେପାରକୁ ବିରୋଧ କରୁଥିଲେ ।  ମୃତ୍ୟୁ ପୂର୍ୱରୁ   ତାଙ୍କୁ ଧମକ  ଦିଆଯାଇଛି । ଧମକ ନେଇ ସେ ପୁଲିସକୁ ଜଣାଇଥିଲେ । ପୁଲିସ ନାଁରେ  କିଛି  ଲୋକ ତାଙ୍କ ଘରକୁ  ଯାଇଥିଲେ । କହିବା ପରେ ବି କାଯ୍ୟାନୁଷ୍ଠାନ ନେଲାନି । ବିଜେଡି କହିଛି ହତ୍ୟା ପଛରେ ପୁଲିସର ମୁଖ୍ୟ ଷଡଯନ୍ତ୍ର ରହିଛି । ବିଜେଡି ବିଧାୟକ ଗୌତମ ଦାସ ପତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking