27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଅନନ୍ତଙ୍କ ପରଲୋକରେ ମର୍ମାହତ: ରାଷ୍ଟ୍ରପତି

ଅନନ୍ତଙ୍କ ପରଲୋକରେ ମର୍ମାହତ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ । ଏକ୍ସରେ ପୋଷ୍ଟ କରି ଶୋକ ବ୍ୟକ୍ତି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିହିଲେ ଅନନ୍ତଙ୍କ ପରଲୋକରେ ମର୍ମାହତ । ସମର୍ପିତ ଜନସେବକ ଥିଲେ ଅନନ୍ତ । ସେ ଅନେକ ଜନକଲ୍ୟାଣ କାର୍ଯ୍ୟ କରିଛନ୍ତି । ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କୁ ସମବୋଦନା ଜଣାଇଲେ ରାଷ୍ଟ୍ରପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking