21.1 C
Bhubaneswar
Monday, December 8, 2025
Homeଓଡିଶାଦୁଃଖିତ ଏବଂ ମର୍ମାହତ: ଆଇନ ମନ୍ତ୍ରୀ

ଦୁଃଖିତ ଏବଂ ମର୍ମାହତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ କହିଲେ ଆଇନ ମନ୍ତ୍ରୀ । ପରଲୋକଗତ ଆତ୍ମାର ସଦଗତି କାମନା, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆହତ ହୋଇଥିବା ବ୍ୟକ୍ତିମାନଙ୍‌କୁ ସର୍ବୋତ୍ତମ ଚିକିତ୍ସା ସେବା ଦିଆଯିବ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking