17.1 C
Bhubaneswar
Tuesday, December 9, 2025
Homeଓଡିଶାପ୍ରତି ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ରାସ୍ତା: ମନ୍ତ୍ରୀ

ପ୍ରତି ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ରାସ୍ତା: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ହେବ ଗ୍ରାମ୍ୟ ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅଗ୍ରାଧିକାର ଭିତ୍ତିରେ ତିଆରି ହେବ ୨୫ କିଲୋମିଟର ରାସ୍ତା । ଅତିଶୋଚନୀୟ ଥିବା ରାସ୍ତା ଚିହ୍ନଟ ପାଇଁ ବିଧାୟକଙ୍କୁ କୁହାଯାଇଛି । ଚିହ୍ନଟ ହେବାପରେ ତୁରନ୍ତ ଆରମ୍ଭ ହେବ ରାସ୍ତା କାମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking