29.1 C
Bhubaneswar
Tuesday, February 10, 2026
Homeଓଡିଶା୪ ଛୁଆକୁ ଜନ୍ମ ଦେଲା ରୂପା

୪ ଛୁଆକୁ ଜନ୍ମ ଦେଲା ରୂପା

ଭୁବନେଶ୍ୱର : ନନ୍ଦନକାନନରେ ୪ ବାଘ ଶାବକ ଜନ୍ମ ହୋଇଛି । ଧଳାବାଘ ରୂପା ଜନ୍ମ ଦେଇଛି  ୪ ବାଘ ଶାବକକୁ । ଏନେଇ କର୍ତ୍ତୁପକ୍ଷ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ  ନଜର ରଖିଛନ୍ତି ।  କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ।  କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା ନେଇ ଆଶା କରା ଯାଉଛି। ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସ୍ଵତନ୍ତ୍ର ଟିମ୍ ରଖିଛନ୍ତି ନଜର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।  ସୂଚନା ମୁତାବିକ, ୨୦୨୩ ମସିହାରେ ୭ ଜାନୁଆରୀରେ ପୂର୍ବରୁ ଧଳା ବାଘୁଣୀ ରୂପ ତିନି ବାଘ ଛୁଆଁ ଜନ୍ମ  ଦେଇଥିଲା। ସେମାନଙ୍କ ମଧ୍ୟ ଗୋଟିଏ ଧଳା ବାଘ ଛୁଆ ଥିବା ବେଳେ ଦୁଇଟି ସାମାନ୍ୟ ରଙ୍ଗର ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking