19.1 C
Bhubaneswar
Friday, December 5, 2025
Homeଓଡିଶାବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ

ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ । ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ ହେଛି । ବାଚସ୍ପତି ପାତରଅନ୍ତର କରି ବିଜେପି ବିଧାୟକଙ୍କୁ ଅଧିକ  ସମୟ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ଆଣିଲେ ବିଜେଡି ଓ କଂଗ୍ରେସ ବିଧାୟକ । କିଛି ସମୟ ଧରି ସ୍ୱାଭାବିକ ଚାଲିଥିଲା ପ୍ରଶ୍ନକାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking