32.1 C
Bhubaneswar
Saturday, February 14, 2026
Homeଓଡିଶାଯାଜପୁରରେ ରଗବି ଫୁଟବଲ କ୍ୟାମ୍ପ ଉଦ୍ଘାଟିତ 

ଯାଜପୁରରେ ରଗବି ଫୁଟବଲ କ୍ୟାମ୍ପ ଉଦ୍ଘାଟିତ 

ଯାଜପୁର: ଓଡ଼ିଶା ରଗବି ଫୁଟବଲ ଆସୋସିଏସନ୍ ଓ ଯାଜପୁର ରଗବି ଫୁଟବଲ ଆସୋସିଏସନ୍ ର ମିଳିତ ସହଯୋଗରେ ଆସନ୍ତା ନଭେମ୍ବର ୧ ତାରିଖ ରେ ଯାଜପୁର କୁସୁମା ନିକଟ ଫୁଟବଲ ଷ୍ଟାଡିୟମ୍ ରେ ହେବାକୁଥିବା ଅସ୍ମିତା ସିଟି ରଗବି ଲିଗ୍ ପାଇଁ ଯାଜପୁର ଜିଲ୍ଲା ଖେଳାଳୀ ଚୟନ ତଥା ଖେଳାଳୀ ଉନ୍ନତିକରଣ ଶିବିର ଆଜି ମୁଖ୍ୟ ଅତିଥି ବରିଷ୍ଠ ସାମ୍ୱାଦିକ ଅକ୍ଷୟ କୁମାର ଦାସ୍ ଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି। ସଭାପତି ନାରାୟଣ ସାହୁ ଓ ସମ୍ପାଦକ ଭରତ ସାହୁଙ୍କ ତତ୍ତ୍ଵାବଧାନତା ରେ ଦଶରଥପୁର ହାଇସ୍କୁଲ ସ୍ଥିତ ଦିଲୀପ ତିର୍କି ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଶିବିର ୭ ଦିନ ଧରି ଚାଲିବ। ଶିବିର କୁ ରାଜ୍ୟ କୋଚ୍ ଓ ରେଫ୍ରି ଅଜୟ ପ୍ରଧାନ, ଲୋକନାଥ ସାହୁ, ବିଘ୍ନେଶ୍ୱର ମଲ୍ଲିକ, ନରେନ୍ଦ୍ର ଗୋଚ୍ଛାୟତ, ବିଶାଲ ଚୌଧୁରୀ ଓ ବରିଷ୍ଠ କ୍ରୀଡାବିତ ବାସୁଦେବ ତରାଇ, ଜ୍ୟୋତି ପ୍ରକାଶ ସାହୁ, ଲିଲି ରାଣୀ ବେହେରା , ବିଷ୍ଣୁପ୍ରିୟା ମିଶ୍ର, କମ୍ବୁନଥ ବେହେରା ପ୍ରମୁଖ ଶିବିରକୁ ପରିଚାଳନା କରୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking