18.1 C
Bhubaneswar
Friday, December 12, 2025
Homeଓଡିଶାରବର ବୁଲେଟ ବ୍ୟବହାର କରାଯାଇ ନାହିଁ: ସିପି

ରବର ବୁଲେଟ ବ୍ୟବହାର କରାଯାଇ ନାହିଁ: ସିପି

ଭୁବନେଶ୍ୱର: ରବର ବୁଲେଟ ବ୍ୟବହାର କରାଯାଇ ନାହିଁ ।  ଏନେଇ ପୋଲିସ କମିସନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । କେବଳ ୫ଟି ଲୁହାବୁହା ଗ୍ୟାସ, ପାଣି ମାଡ ହୋଇଛି । ଏଆଇ ଡ୍ରୋନ ଯୋଗେ ଆନ୍ଦୋଳନକାରୀଙ୍କ ଦୃଶ୍ୟ କଏଦ ହୋଇଛି ।  ହିଂସା ଘଟାଇଥିବା ଚିତ୍ର ଆସିଲେ କାଯ୍ୟାନୁଷ୍ଠାନ ନିଆଯିବ । ଆଜି ସକାଳେ ଲୋକସେବା ଭବନ ଘୋରାଉ ଉଦ୍ୟମ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking