24.1 C
Bhubaneswar
Sunday, December 7, 2025
Homeଓଡିଶା୪ ବର୍ଷରେ ଆରଏସପିର ସଂପ୍ରସାରଣ: ଇସ୍ପାତ ମନ୍ତ୍ରୀ

୪ ବର୍ଷରେ ଆରଏସପିର ସଂପ୍ରସାରଣ: ଇସ୍ପାତ ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର  ସଂପ୍ରସାରଣ ହେବ । ଏନେଇ ରାଉରକେଲାରେ  ସୂଚନା ଦେଲେ ଇସ୍ପାତ ମନ୍ତ୍ରୀ ଏଚଡି. କୁମାର ସ୍ୱାମୀ । ଆରଏସପି କିମ୍ବା ଇସ୍ପାତ ଜେନେରାଲ ହସ୍ପିଟାଲକୁ ଘରୋଇକରଣ କରାଯିବନି । ରାଉରକେଲାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କାମ କରୁଛନ୍ତି । ରାଉରକେଲା ବିମାନ ବନ୍ଦର ସହ ଷ୍ଟିଲ ପ୍ଲାଣ୍ଟର ମଧ୍ୟ ଉନ୍ନତି କରାଯିବ । ଆଗାମୀ ୪ ମାସରେ ରାଉରକେଲା ବିମାନ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।  ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking