17.1 C
Bhubaneswar
Tuesday, December 23, 2025
Homeଓଡିଶାଖରିଫ ଧାନ କିଣା ପାଇଁ ୧୯,୫୦୦ କୋଟି ଟଙ୍କା ଆବଶ୍ୟକ

ଖରିଫ ଧାନ କିଣା ପାଇଁ ୧୯,୫୦୦ କୋଟି ଟଙ୍କା ଆବଶ୍ୟକ

ଭୁବେନଶ୍ୱର: ଚଳିତ ଧାନ ସଂଗ୍ରହ ବର୍ଷ ୨୦୨୪-୨୫ ଖରିଫ ଋତୁର ଧାନ କିଣା ନିମେନ୍ତ ୧୯,୫୦୦ କୋଟି ଟଙ୍କା ଆବଶ୍ୟକ । ବେିଜପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରେର ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ଖରିଫ ଋତୁର ଧାନ କିଣିବାପାଇଁ ଆବଶ୍ୟକ ହେଉଥିବା ୧୯,୫୦୦ କୋଟି ଟଙ୍କା ଭାରତୀୟ ଖାଦ୍ୟ ନିଗମରୁ ବଳକା ଚାଉଳ ବିକ୍ରୟ ବାବଦ ପ୍ରାପ୍ୟ, କେନ୍ଦ୍ର ସରକାରଙ୍କ ଠାରୁ ବେକୟା ଥିବା ଆର୍ଥିକ ସହାୟତା ରାଶି ଏବଂ ବ୍ୟାଙ୍କ୍‍ ଋଣ ମାଧ୍ୟମେର ହାସଲ କରାଯିବାକୁ ନିଗମ ତରଫରୁ ଲକ୍ଷ୍ୟ ରଖାଯାଇଛି । ଓଡିଶା ରାଜ୍ୟ ଯୋଗାଣ ନିଗମ ଧାନ କିଣା ବାବଦେର କେନ୍ଦ୍ର ସରକାରଙ୍କ ଠାରୁ ୯୮୫୦ କୋଟି ଟଙ୍କା ପାଇବାକୁ ଅଛି ଏବଂ ଚଳିତ ମାସ ୫ ତାରିଖ ସୁଦ୍ଧା ବ୍ୟାଙ୍କ୍‍ରୁ ହୋଇଥିବା ଋଣର ପରିମାଣ ୧୭,୪୧୩ କୋଟି ଟଙ୍କା । େଯେହତୁ ଋଣର ସୁଧ ପ୍ରତିବାସେର ପରେିଶାଧ କରାଯାଏ ତେଣୁ ସୁଧ ବାବଦେର କୌଣସି ରାଶି ବେକୟା ନାହିଁ । କେନ୍ଦ୍ର ସରକାର ସବସିଡ୍‍ ବାବଦେର ୨୦୨୪-୨୫ ଆଥିର୍କ ବଷର୍ରେ ଚଳିତ ମାସ ୧୦ତାରିଖ ସୁଦ୍ଧା ୫୦୧୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆର୍ଥିକ ବର୍ଷ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ବେକୟା ରାଶି କେନ୍ଦ୍ର ସରକାର ପର୍ଯ୍ୟାୟକ୍ରେମ ପ୍ରଦାନ କରୁଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking