26.1 C
Bhubaneswar
Monday, March 23, 2026
Homeଅପରାଧମହିଳାଙ୍କୁ ଆକ୍ରମଣ ପରେ ଚୋରି: ୩ ଗିରଫ

ମହିଳାଙ୍କୁ ଆକ୍ରମଣ ପରେ ଚୋରି: ୩ ଗିରଫ

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଚୋରୀ କରିଥିବା ତିନି ଜଣଙ୍କୁ ବାଇଦରାହଲ୍ଲୀ ପୋଲିସ ଗିରଫ କରିଛି। ଗିରଫମାନେ ହେଉଛନ୍ତି ଜୟରାଜ, ଅଜୟ ଏବଂ ସନ୍ତୋଶ। ମୁଖ୍ୟ ଅଭିଯୁକ୍ତ ନୟାନା ଏବଂ ତାଙ୍କର ଅନ୍ୟ ତିନିଜଣ ସହଯୋଗୀ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ମହିଳାଙ୍କ ଘରକୁ ସାହାଯ୍ୟ ମାଗିବାକୁ ଆସିଥିଲେ । ସୂଚନା ଅନୁଯାଇ , ମହିଳା ଜଣଙ୍କ ନିଜ କାର ରେ ମାଗାଡି ରୋଡରେ ଯାଉଥିଲେ, ସେତେବେଳେ ସେ ତାଙ୍କ ନିକଟକୁ ଯାଇ ତାଙ୍କୁ ନିଜ ପିଲାର ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ବୋଲି କହି ସାହାର୍ଯ୍ୟ ମାଗିଥିଲେ , ସେତେବେଳେ ମହିଳା ଜଣଙ୍କ ମନ କରି ନ ପାରି ତାଙ୍କୁ ଟଙ୍କା ଦେବା ପାଇଁ ଘରକୁ ଡାକିଥିଲେ। ମହିଳା ଜଣକ ତାଙ୍କ ଘରକୁ ଯିବା ପରେ, ଅଭିଯୁକ୍ତ ମାନେ କିଛି ମିନିଟ୍ ପରେ ଆକ୍ରମଣ କରି ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିବା ବେଳେ ଟଙ୍କା ବେକରୁ ସୁନା ଚେନ୍ ଏବଂ ସୁନାମୁଦି ମଧ୍ୟ ଲୁଟି ନେଇଥିଲେ। ତାଙ୍କ ସହ ଥିବା ନଗଦ ୨୯ ,୦୦୦ ଟଙ୍କା ସେମାନେ ତାଙ୍କ ଫୋନରୁ ୨୬ ,୦୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ରାନ୍ସଫର କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହାପରେ ମହିଳା ଜଣଙ୍କ ପୋଲିସ ନିକଟ ରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଏଥିରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking