33.1 C
Bhubaneswar
Thursday, April 10, 2025
Homeଓଡିଶାଗହଣା ବ୍ୟବସାୟୀଙ୍କ ଘରେ ପଶି ଚୋରି କରିନେଲେ ଦୁର୍ବୃତ୍ତ

ଗହଣା ବ୍ୟବସାୟୀଙ୍କ ଘରେ ପଶି ଚୋରି କରିନେଲେ ଦୁର୍ବୃତ୍ତ

ଗଞ୍ଜାମ: ଗହଣା ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ରଚିବା ସହ ସବୁକିଛି ଚୋରି କରିନେଲେ ଦୁର୍ବୃତ୍ତ । ସୋର ଖଇରା ଥାନା ପ୍ରହରାଜପୁର ଗାଁର ସଞ୍ଜୟ ସାହୁଙ୍କ ବଡ଼ ଧରଣର ଚୋରିର ଚିତ୍ର ସାମ୍ନାକୁ ଆସିଛି । ୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶିବା ପରେ ପରିବାର ଲୋକଙ୍କୁ ବାନ୍ଧି ଦେବା ସହ ବନ୍ଧୁକ, ଭୁଜାଲି ଓ ବ୍ୟାଟରେ ଆକ୍ରମଣ କରିଥିଲେ । ୫୦ଲକ୍ଷ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଆକ୍ରମଣରେ ଗୁରୁତର ହୋଇ ବ୍ୟବସାୟୀ ସଞ୍ଜୟଙ୍କ ମାଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking