22.1 C
Bhubaneswar
Monday, March 23, 2026
Homeଓଡିଶାତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ: ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ: ହାଇକୋର୍ଟ

କଟକ: ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । କହିଲେ ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣଗୁଡିକର ନିରାପତ୍ତା ନିଶ୍‌ଚିତ କରିବ ପ୍ରଶାସନ । ରୋଡ୍‌କ୍ରସ୍ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର । ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ । ଫୁଟ୍ ପାଥ ଓ ରାସ୍ତା ଉପରେ ହେବନି ତୋରଣ । ଇଲେକ୍ଟ୍ରି ଗେଟ୍ ନିର୍ମାଣ ବେଳେ ଲୋକଙ୍କ ସୁରକ୍ଷା ଗୁରୁସ୍ୱପୂର୍ଣ୍ଣ ଅଟେ । ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ଅନୁମତି ଦେବ ପ୍ରଶାସନ । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅତିରିକ୍ତ ତାରିଖ ଘୋଷଣା କରିବ ସରକାର । ଚନ୍ଦ୍ରଗ୍ରହଣ ଲାଗି ଗୋଟିଏ ଅଧିକ ଦିନ ଲୋଡିଛନ୍ତି କିଛି କମିଟି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking