25.1 C
Bhubaneswar
Monday, January 12, 2026
Homeଓଡିଶାକ୍ରିକେଟ୍ ଖେଳକୁ ନେଇ ଲକ୍ଷ୍ମୀସାଗରରେ ରାସ୍ତାରୋକ

କ୍ରିକେଟ୍ ଖେଳକୁ ନେଇ ଲକ୍ଷ୍ମୀସାଗରରେ ରାସ୍ତାରୋକ

ଭୁବନେଶ୍ୱର: ରାଜନୀତିର ସ୍ତର କେତେ ତଳକୁ ଖସୁଛି । ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନେତାମାନେ ଏବେ ନିମ୍ନସ୍ତରର ରାଜନୀତିକୁ ଓହ୍ଲାଇ ଆସୁଛନ୍ତି । ଯାହା ଦେଖିବାକୁ ମିଳିଛି ଖୋଦ ରାଜଧାନୀର ଲକ୍ଷ୍ମୀସାଗର ଛକରେ । ଏଠାରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ଜାମ ରହିଛି । କାରଣ ହେଉଛି ଏକ କ୍ରିକେଟ ମ୍ୟାଚରେ ଅତିଥି ଚୟନକୁ ନେଇ । ଏନେଇ ରାଜନୀତି ଏତେ ଜୋର ଧରିଥିଲା କି ଲୋକମାନେ ଲକ୍ଷ୍ମୀସାଗରର ଛକରେ ଧାରଣା ଦେଇଥିଲେ । ଫଳରେ କଳ୍ପନା ପଟୁ ଆସୁଥିବା ଗାଡି ଓ କଳ୍ପନା ପଟେ ଯାଉଥିବା ସମସ୍ତ ଗାଡି ମୋଟର ଫସି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking