19.1 C
Bhubaneswar
Tuesday, February 3, 2026
Homeଓଡିଶାଜମି ମାଫିଆଙ୍କ ବିରୋଧରେ ରାସ୍ତାରୋକ

ଜମି ମାଫିଆଙ୍କ ବିରୋଧରେ ରାସ୍ତାରୋକ

ବରଗଡ଼: ଜମି ମାଫିଆଙ୍କ ଜୁଲମ ବିରୋଧରେ ରାସ୍ତାରୋକ। ଏମିତି ଏକ ଘଟଣା ଆସିଛି ବରଗଡ଼ ଜିଲ୍ଲାରୁ। ସୂଚନା ଅନୁଯାଇ , ଖେଦାପାଲି ଛକ ନିକଟ ବରଗଡ଼ ଭଟଲି ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀମାନେ। ତେବେ ଚାଷୀଙ୍କ କହିବା ମୁତାବକ ତାଙ୍କ ଜମି ଫସଲରେ ମାଣ୍ଡି ଗଦେଇବାରୁ ସେମାନେ ବିରୋଧ କରି ରାସ୍ତାକୁ ଅବରୋଧ କରିଛନ୍ତି। ତେବେ ସୂଚନା ଅନୁଯାଇ , ଚାଷୀମାନେ ରାସ୍ତାକୁ ଅବରୋଧ କରିଥିବାରୁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ , ଉଭୟ ପାର୍ଶ୍ୱରେ ଅଟକିଛି ଗାଡି , ମଟର। ଫଳରେ ଲୋକମାନଙ୍କର ଯାତାୟତରେ ଅସୁବିଧା ହେଉଥିବା ବେଳେ ଅନେକ କାମ ଅଟକିଥିବାର ଲୋକମାନେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking