16.1 C
Bhubaneswar
Tuesday, December 9, 2025
Homeଓଡିଶା୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା: ମନ୍ତ୍ରୀ  

୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା: ମନ୍ତ୍ରୀ  

ଭୁବନେଶ୍ୱର: ସବୁ ପଜିଟିଜି ଗାଁକୁ ରାସ୍ତା ସଂଯୋଗ ପାଇଁ ଯୋଜନା  କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବଡ ପ୍ଲାନ ।  ପିଏମ ଜନମନ  ଯୋଜନାରେ ଗାଁକୁ ହେବ ରାସ୍ତା । ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ହେବ ରାସ୍ତା । କାମଆରମ୍ଭ  ହୋଇଥିବା ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।  ସେହିପରି ଅନ୍ତ୍ୟୋଦୟ ଗୃହ ଯୋଜନାରେ  ପକ୍କାଘର ଦେବେ ସରକାର ।  ପ୍ରତି ପଞ୍ଚାୟତରୁ ୧୦ ହିତାଧିକାରୀଙ୍କୁ ପକ୍କାଘର ମିଳିବ । ସରକାର ହିତାଧିକାରୀଙ୍କୁ ଗୃହ ଯୋଜନାରେ ସାମିଲ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking