27.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶସଡକ ଦୁର୍ଘଟଣା: ୨ ଗୁରୁତର

ସଡକ ଦୁର୍ଘଟଣା: ୨ ଗୁରୁତର

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୨ ଯୁବକ ଗୁରୁତର । ଟ୍ରାକ୍ଟର, ବାଇକ ଧକ୍କାରେ ୨ ଯୁବକଙ୍କ ଗୁରୁତର ହୋଇଛନ୍ତି । ଆଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବାଇକରେ ୨ ଜଣ ଯୁବକ ଯାଉଥିବାବେଳେ ଦ୍ରୁତଗାମୀ ଟ୍ରାକ୍ଟର ଆସି ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲକୁ ନେଇଥିଲେ । ରାଜ୍ୟ ହେଉ କିମ୍ବା ଦେଶରେ ସଡକ ଦୁର୍ଘଟଣା ଲୋକଙ୍କ ଜୀବନ ଯିବା ନୂଆ ନୁହଁ କି, ଗୁରୁତର ହେବା ନୂଆ ନୁହଁ । ବେପରୁଆ ଭାବେ ଗାଡି ଚାଳନ ସଡକ ଦୁର୍ଘଟମାରେ ଲୋକଙ୍କ ଜୀବନ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking