21.1 C
Bhubaneswar
Sunday, December 7, 2025
Homeଓଡିଶାଭୁବନେଶ୍ୱରରେ ଲାଗିବ ସଡକ ଦୁର୍ଘଟଣା ଘଣ୍ଟା  

ଭୁବନେଶ୍ୱରରେ ଲାଗିବ ସଡକ ଦୁର୍ଘଟଣା ଘଣ୍ଟା  

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକରେ ସ୍ଥାପନ ହେବ ସଡକ ଦୁର୍ଘଟଣା । ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ,  ସଡକ ଦୁର୍ଘଟଣା ବାବଦରେ ସଚେତନ କରିବ ସଡକ ଦୁର୍ଘଟଣା ଘଣ୍ଟା । ସଚେତନ ସହ  ସକାରାତ୍ମକ  ଆଚରଣରେ  ପରିବର୍ତ୍ତନକୁ  ପ୍ରୋତ୍ସାହିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking