ନୂଆପଡା: ଆଜଣା ଗାଡି ଧକ୍କାରେ ବାଇକ ଆରୋହୀ ମାମୁ, ଭଣଜାଙ୍କର ମୃତ୍ୟୁ ହୋଇଛି । କୋମନା ଥାନା କ୍ରିଷ୍ଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୋମନା ଆସୁଥିବା ବେଳେ ଏନଏଚ ୩୫୩ରେ ଧକ୍କା ଦେଲା ଅଜଣା ଗାଡି । ଫଳରେ ଉଭୟଙ୍କ ମୃତ୍ୟୁହୋଇଛି । ସ୍ଥାନୀୟ ଡାଗାରେ ଚାପା ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।










