23.1 C
Bhubaneswar
Monday, February 2, 2026
Homeଓଡିଶାସଡକ ଦୁର୍ଘଟଣା :  ହେଲପର ଗୁରୁତର

ସଡକ ଦୁର୍ଘଟଣା :  ହେଲପର ଗୁରୁତର

କଟକ : ଆଜି ସକାଳେ ଘନ କୁହୁଡି ଯୋଗୁଁ  ଦୁର୍ଘଟଣା  ଘଟିଛି ।  ଓମଫେଡ କ୍ଷୀର ଗାଡିକୁ ଧକ୍କା ଦେଲା ହାଇଓ୍ବା । ଏଥିରେ  ଡ୍ରାଇଭର  ଗୁରୁତର ଅଛନ୍ତି । ଏଭଳି ଆଭାବନୀୟ ଘଟଣା  କଟକ ଜିଲ୍ଲା  ତେଲେଙ୍ଗାପେଣ୍ଠ ରାସ୍ତାରେ ଘଟିଛି । ଆଜି ଭୋରରୁ ଓମଫେଡ କ୍ଷୀର ଗାଡ଼ି ନରାଜରୁ ଫୁଲନଖରା ଯାଉଥିବା ବେଳେ ତେଲେଙ୍ଗା ପେଣ୍ଠଠାରେ ଏକ ହାଇଓ୍ବା ଗାଡ଼ି ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କ୍ଷୀର ଗାଡ଼ିର ହେଲପର ଆହତ ହୋଇଥିଲେ। ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କଟକ ସାହାଯ୍ୟରେ ଗାଡ଼ିର ଡୋର୍ କୁ କାଟି ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକର ବଡ଼ ଡାକ୍ତରଖାନାକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking