20.1 C
Bhubaneswar
Sunday, February 15, 2026
Homeଓଡିଶାସଡ଼କ ଦୁର୍ଘଟଣା: ୩ ମୃତ,୨ ଗୁରୁତର

ସଡ଼କ ଦୁର୍ଘଟଣା: ୩ ମୃତ,୨ ଗୁରୁତର

ବରଗଡ଼: ସଡ଼କ ଦୁର୍ଘଟଣାରେ ତିନି ମୃତ, ୨ ଗୁରୁତର ସୂଚନା। ବରଗଡ଼ ବାଏପାସ ଜାତୀୟ ରାଜପଥରେ କାର ଦୁର୍ଘଟଣାଗ୍ରସ୍ତ। କାରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି। ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା କାର୍।  ମୃତକମାନେ ବରଗଡ଼ର ସ୍ଥାନୀୟ ବାସିନ୍ଦା ହୋଇଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରୁଛି ବରଗଡ଼ ଟାଉନ୍ ଥାନା ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking