23.1 C
Bhubaneswar
Monday, December 22, 2025
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

ବାଙ୍ଗିରିପୋଷି : ଦୁର୍ଘଟଣାରେ ଅବସର ପ୍ରାପ୍ତ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଦରକୋଣ୍ଟିଆ (ଦିଘି) ଗ୍ରାମର ଗୁବାଇ ମାଝୀ। ସେ ଭାରତୀୟ ଯବାନ ଭାବେ ଚାକିରୀରୁ ଅବସର ନେଇଥିଲେ। ଗ୍ରାମ ନିକଟସ୍ଥ ରାସ୍ତା କଡରେ ମୃତ ଅବସ୍ଥାରେ ପଡିଥିଲେ। ଦୀର୍ଘ ସମୟ ପରେ ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking