24.1 C
Bhubaneswar
Tuesday, February 10, 2026
Homeଓଡିଶାମଧୁପୁର ଗାଁରେ ଗଣ୍ଡଗୋଳ ଘଟଣା : ୩୩ ଜଣ ଗିରଫ

ମଧୁପୁର ଗାଁରେ ଗଣ୍ଡଗୋଳ ଘଟଣା : ୩୩ ଜଣ ଗିରଫ

ଭୁବନେଶ୍ୱର : ମଧୁପୁର ଗାଁରେ ଗଣ୍ଡଗୋଳ ଘଟଣା । ୩୩ ଜଣଙ୍କୁ ଗିରଫ କଲା କମିସନରେଟ୍ ପୁଲିସ । ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ । ଜୋନ୍-୬ ଏସପି ରମେଶ ବିଶୋଇଙ୍କ ସୂଚନା । ଘର କରୁଥିବା ଲୋକଙ୍କଠୁ ଦାଦାବଟି ଆଦାୟ ହେଉଥିଲା । ଟଙ୍କା,ବାଲିୟଗୋଡି,ସିମେଣ୍ଟ ଆଦାୟ କରୁଥିଲେ ।

ଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking