ବ୍ରହ୍ମପୁର: ୭୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୁକ୍ତକୁ ବାନ୍ଧିଲା ଗୋଳନ୍ଥରା ଥାନା ପେଲିସ । ଆନ୍ଧ୍ର ପଶ୍ଚିମ ଗୋଦାବରୀ ଜିଲ୍ଲାର ଅଭିଯୁକ୍ତ ଗିରଫ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ । ୭୭ ଲକ୍ଷରୁ ଅଧିକ ମୂଲ୍ୟର ଚାଉଳ ନେଇଥିଲେ ଅଭିଯୁକ୍ତ । ଗୋଳନ୍ଥରା ପିତାପଲ୍ଲୀ ଗାଁର ମିଲ୍ ମାଲିକଙ୍କଠୁ ଚାଉଳ ନେଇଥିଲେ । ୫ ବର୍ଷ ତଳେ ଚାଉଳ ନେଇ ଟଙ୍କା ଦେଇନଥିବା ଅଭିଯୋଗ । ମିଲ୍ ମାଲିକଙ୍କ ଏଭିଯୋଗ ଆଧାରରେ ତଦନ୍ତ କରିଥିଲା ପୋଲିସ ।