ଭୁବନେଶ୍ୱର: ୨୦ ଲକ୍ଷ ୫୮ ହଜାରହିତାଧିକାରୀଙ୍କ ଚାଉଳ ବନ୍ଦ କରାଯାଇଛି । ରାସନକାର୍ଡ ପାଇଁ ଇ- କେୱାସି କରିନଥିବାରୁ ଚାଉଳ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସି ୩ ମାସ ପାଇଁ ସମୟ ଦେଲେ ସରକାର । ୫ ବର୍ଷରୁ ଅଧିକ ବୟସର ପିଲା ରାସନ କାର୍ଡରେ ସାମିଲ ହେବେ ।










