20.1 C
Bhubaneswar
Thursday, February 12, 2026
Homeଓଡିଶାଭୁବନେଶ୍ୱରରେ ଚାଉଳ ଏଟିଏମ

ଭୁବନେଶ୍ୱରରେ ଚାଉଳ ଏଟିଏମ

ଭୁବନେଶ୍ୱର : ରାଜ୍ୟ ବିଜେପି ସରକାର ଶାସନ ଭାରଗ୍ରହଣ କରିବାବେଳେ ଯାହା ଘୋଷଣା କରିଥିଲେ ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ରାଜ୍ୟର ପ୍ରଥମ ଚାଉଳ ଏଟିଏମ ଖୋଲିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରସ୍ଥ ମଞ୍ଚେଶ୍ୱରରେ ଏହି ଏଟିଏମ ଖୋଲିଛି । ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଚାଉଳ ଏଟିଏମକୁ ଉଦଘାଟନ କରିଛନ୍ତି । ହିତାଧିକାରୀମାନେ କାର୍ଡ ନମ୍ବର ମାରି ଏଟିଏମରୁ ଚାଉଳ ଉଠାଇ ପାରିବେ । ତେବେ ଏହି ଯୋଜନା ସଫଳ ହେଲେ ସବୁ ଜିଲ୍ଲା ଓ ବ୍ଲକରେ ଏହି ଚାଉଳ ଏଟିଏମ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking