27.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଆରଜି କର ଦୁଷ୍କର୍ମ ମାମଲା : ଅଭିଯୁକ୍ତ  ସଞ୍ଜୟ ଦୋଷୀ

ଆରଜି କର ଦୁଷ୍କର୍ମ ମାମଲା : ଅଭିଯୁକ୍ତ  ସଞ୍ଜୟ ଦୋଷୀ

କୋଲକତା : ବହୁ ଚର୍ଚ୍ଚିତ ଆରଜିକର  ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାମ୍ନାକୁ ଆସିଛି । ଏହି ମାମଲାରେ ଅଭିଯୁକ୍ତ  ସଞ୍ଜୟ  ରାୟଙ୍କୁ  ଦୋଷୀ ସାବ୍ୟସ୍ତ କରାଯାଇଛି ।   ରାୟ ଶୁଣାଇଲେ ପଶ୍ଚିମବଙ୍ଗ  ସିଆଲଦା କୋର୍ଟ ।  ୨୦୨୪ ଅଗଷ୍ଟରେ ମିଳିଥିଲା ଡାକ୍ତରୀଙ୍କ ମୃତଦଦେହ । ସୋମବାର ହେବ ଘୋଷଣା ଦୋଶୀକୁ କଣ ଦଣ୍ଡ ବିଧାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking