32.1 C
Bhubaneswar
Friday, June 20, 2025
Homeଓଡିଶାମୋବାଇଲ ଆପରେ ରହିବ ରାଜସ୍ୱ ସେବା: ମନ୍ତ୍ରୀ

ମୋବାଇଲ ଆପରେ ରହିବ ରାଜସ୍ୱ ସେବା: ମନ୍ତ୍ରୀ

ଭୁବନେଶ୍ୱର: ସମସ୍ତ ରାଜସ୍ୱ ସେବା ରହିବ ଗୋଟିଏ ମୋବାଇଲ ଆପରେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ ଘରେ ବସି ଲୋକେ ପାଇବେ ସମସ୍ତ ସୁବିଧା । ଆପ୍ ପ୍ରସ୍ତୁତ ହୋଇ ସାରିଛି, ଖୁବଶୀଘ୍ର ଲଞ୍ଚ ହେବ । ଆପ ଦ୍ୱାରା ସେବା କେନ୍ଦ୍ରକୁ ନଯାଇ ଘରେ ବସି ସମାଧାନ କରିହେବ । ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗକୁ ଦୌଡିବାକୁ ପଡିବନି । କାଗଜପତ୍ର ଅନଲାଇନ ଜରିଆରେ ଡାଉନଲୋଡ କରିପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking