ଝାରସୁଗୁଡ଼ା: ଝାରସୁଗୁଡ଼ାର ସରଵାହାଲ ଦୁର୍ଗା ପୂଜା ମଣ୍ଡପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁଡ଼ା ସହରର ସରଵାହାଲ ଓମ୍ ଶ୍ରୀ ଦୁର୍ଗା ପୂଜା ମଣ୍ଡପରେ ଆଜି ଏଗାରଟା ସମୟରେ ଓଡ଼ିଶାର ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମା ଦୁର୍ଗାଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ।ହି ଅବସରରେ ପୂଜକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଗାମୁଛା ଦେଇ ସ୍ବାଗତ କରିଥିଲେ।









