26.8 C
Bhubaneswar
Wednesday, June 25, 2025
Homeଓଡିଶାକାର୍ଯ୍ୟର ସମୀକ୍ଷା କରିବ ରାଜସ୍ୱ ବିଭାଗ: ମନ୍ତ୍ରୀ

କାର୍ଯ୍ୟର ସମୀକ୍ଷା କରିବ ରାଜସ୍ୱ ବିଭାଗ: ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ବିଭାଗ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବ ।  ବିଭାଗୀୟ  ଅଧିକାରୀଙ୍କ  ବାର୍ଷିକ କାର୍ଯ୍ୟ କରିବ ରାଜସ୍ୱ ବିଭାଗ ।  ଏନେଇ ସ୍ୱତନ୍ତ୍ର କର୍ମଶାଳା ଡାକିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆସନ୍ତା ୪ ଓ ୫ରେ ଭୁବନେଶ୍ୱରରେ ହେବ କର୍ମଶାଳା । ଏହି କର୍ମଶାଳା ଦୁଇ ଦିନ ଧରି ଚାଲିବ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking