ଭୁବନେଶ୍ୱର: ଜମି ନେଇ ଶିଳ୍ପ ପ୍ରତିଷ୍ଠା କରି ନଥିଲେ ଫେରାଇ ଆଣିବେ ସରକାର । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁମାନେ ଅଧିକ ଜମି ନେଇ ବ୍ୟବହାର କରିନାହାନ୍ତି ଫେରାଇବେ । ୨ ମାସରେ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ।