27.1 C
Bhubaneswar
Monday, May 5, 2025
Homeଓଡିଶାସନ୍ନ୍ୟାସ ନେଲେ ରଘୁ ନନ୍ଦନ !

ସନ୍ନ୍ୟାସ ନେଲେ ରଘୁ ନନ୍ଦନ !

ଭୁବନେଶ୍ୱର:  ନବୀନ ନିବାସକୁ ଆସିବା ନେଇ ରଘୁ ନନ୍ଦନ ଦାସ ପ୍ରତିକ୍ରିୟା ରଖିଛନ୍ତି । ବ୍ୟକ୍ତିଗତ କାରଣରୁ ନବୀନ ନିବାସ ଆସିଥିବା କହିଲେ ରଘୁ ନନ୍ଦନ । ସ୍ୱାସ୍ଥ୍ୟଗତ କାରଣରୁ ବାଲିକୁଦାରେ ରାଜନୀତିରେ ସକ୍ରିୟ ନାହିଁ ।  ଧରି ନିଅନ୍ତୁ ମୁଁ ରାଜନୀତିରୁ ଅବସର ନେଇଗଲି । ବିଜେଡି ପ୍ରତି ମୋର  ଆନୁଗତ୍ୟ ରହିବ କହିଲେ ରଘୁ ନନ୍ଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking