22.1 C
Bhubaneswar
Thursday, March 5, 2026
Homeଓଡିଶାଅବସର ନେଲେ କଂସ

ଅବସର ନେଲେ କଂସ

ବରଗଡ : ଅବସର ନେଲେ କଂସ । ଆଉ ହେବିନି କଂସ କହିଲେ ଭୁବନେଶ୍ୱର ପ୍ରଧାନ ।  ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଭୁବନେଶ୍ୱରଙ୍କ ସୂଚନା ରହିଛି । କହିଛନ୍ତି ଏଥରକୁ ମିଶାଇ ୬ ଥର  କଂସ ଭୂମିକାରେ ଅବତୀର୍ଣ ହେଲିଣି । ଆଉ କଂସ ଭୂମିକାରେ ଅଭିନୟ କରିବିନି , ଅବସର ନେଉଛି କହିଛନ୍ତି ଭୁବନେଶ୍ୱର ପ୍ରଧାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking