30.1 C
Bhubaneswar
Wednesday, January 21, 2026
Homeଓଡିଶାବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା

ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା

ବାଲେଶ୍ୱର: ବାଲେଶ୍ୱରରେ ସୋସିଆଲ ମିଡିଆଲ ପୋଷ୍ଟ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛି । କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ କରିବାକୁ ନିବେଦନ କରାଯାଇଛି । କ୍ଷତିକାରକ ପୋଷ୍ଟଗୁଡିକର ସ୍କ୍ରିନସଟ କିମ୍ବା ଲିଙ୍କ ରଖିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୋଗ କରନ୍ତୁ, ପ୍ରମାଣ ସ୍ୱରୁପ ସଂରକ୍ଷଣ କରି ରଖନ୍ତୁ ବୋଲି ଜନସାଧାରଣଙ୍କୁ କୁହାଯାଇଛି । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking