14.1 C
Bhubaneswar
Thursday, January 15, 2026
Homeଓଡିଶାବାଘ ଆତଙ୍କରେ ଛାନିଆ ଅଞ୍ଚଳବାସୀ

ବାଘ ଆତଙ୍କରେ ଛାନିଆ ଅଞ୍ଚଳବାସୀ

ଗଜପତି: ଗଜପତି ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମାରୀ ଗାଁରେ ମହାବଳ ବାଘର ଆତଙ୍କ। ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମନେ କରୁ ନାହାନ୍ତି। ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ମହାବଳ ମାରି ଖାଇଦେଇଥିବା ଅଭିଯୋଗ ହୋଇଥିବା ବେଳେ ଦିଗପହଣ୍ଡି ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିଛନ୍ତି। ବନବିଭାଗ ପକ୍ଷରୁ ୩ ଟିମ୍ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking