26.1 C
Bhubaneswar
Saturday, June 7, 2025
Homeଓଡିଶାଖୁବଶୀଘ୍ର ବୈଷୟିକ ଶିକ୍ଷାରେ ଦିଆଯିବ ସଂରକ୍ଷଣ: ମନ୍ତ୍ରୀ

ଖୁବଶୀଘ୍ର ବୈଷୟିକ ଶିକ୍ଷାରେ ଦିଆଯିବ ସଂରକ୍ଷଣ: ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର  ବୈଷୟିକ ଶିକ୍ଷାରେ ଦିଆଯିବ ସଂରକ୍ଷଣ ।  ଏନେଇ ଅନୁଧ୍ୟାନ ଚାଲିଥିବା କହିଲେ  ଦକ୍ଷତା ଓ ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ପାଇଁ ହୋଇଥିଲା ନିଶ୍ପତ୍ତି । ଗତ ମେ ୧୪ରେ ବାଜିଥିଲା କ୍ୟାବିନେଟ ମୋହର । ଏସଇବିବିସିଙ୍କୁ ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା । ଆଗକୁ ମେଡିକାଲ ଓ  ଇଞ୍ଜିନିୟରିଂରେ ହୋଇପାରେ ସଂରକ୍ଷଣ । ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତିରେ ହୋଇପାରେ ଘୋଷଣା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking