ଭୁବନେଶ୍ୱର: ଓଡିଶା ଇତିହାସ ଗବେଷଣା କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ସୂଚନା । ଖୁବଶୀଘ୍ର ଓଡିଶା ପ୍ରକୃତ ଇତିହାସ ସାମ୍ନାକୁ ଅଣାଯିବ । ଏଥିପାଇଁ ଗବେଷଣା ପ୍ରକ୍ରିୟାର ଆରମ୍ଭ କରାଯିବ। ଓଡ଼ିଆ ବରପୁତ୍ରଙ୍କ ଇତିହାସ ମଧ୍ୟ ସାମ୍ନାକୁ ଆସିବ । ଓଡ଼ିଆ ଇତିହାସକୁ ନେଇ ଗବେଷଣା କରାଯାଇନି । ଇଂରେଜ ଲିଖିତ ଇତିହାସ ଆମେ ଜାଣୁଛୁ । ରାଜଗୁରୁଙ୍କ ନାମକୁ ନେଇ ନାମିତ ହେବ ଏକ ପ୍ରମୁଖ ଯାତ୍ରା । ବିଶ୍ୱବିଦ୍ୟାଳୟରେ ବରପୁତ୍ରଙ୍କ ନାଁରେ ଚେୟାର ପ୍ରତିଷ୍ଠା ହେବ ।