27.2 C
Bhubaneswar
Saturday, May 17, 2025
Homeଓଡିଶା୫ ବର୍ଷ ପରେ ଖସିଲା ରେପୋ ରେଟ

୫ ବର୍ଷ ପରେ ଖସିଲା ରେପୋ ରେଟ

ନୂଆଦିଲ୍ଲୀ : ରେପୋ ରେଟରେ ପରିବର୍ତ୍ତନ ଆଣିଲା  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଗଭଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି । ୫ ବର୍ଷ ପରେ  ରେପୋ ରେଟରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ରେପୋ ରେଟ ୬.୫ ପ୍ରତିଶତରୁ  ୬. ୨୫ ପ୍ରତିଶତକୁ ରହିିଲା । ଗୃହ ଋଣ ଇଏମଆଇ ଖସିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking