28.1 C
Bhubaneswar
Saturday, October 5, 2024
Homeଓଡିଶା୨ ଆଇପିଏସ ଓ ଜଣେ ଓପିଏସଙ୍କୁ ବଦଳି

୨ ଆଇପିଏସ ଓ ଜଣେ ଓପିଏସଙ୍କୁ ବଦଳି

ଭୁବନେଶ୍ୱର : ଆଇପିଏସ ସ୍ତରରେ ଛୋଟ ବଦଳି । ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନୋଟିଫିକେସନ । ଶ୍ରୀ ବିନୋଦ ପାଟିଲଙ୍କୁ ମାଲକାନଗିରି ଏସପି ଭାବେ ନିଯୁକ୍ତ । ଆଇପିଏସ ରାହୁଲ ଗୋଏଲଙ୍କୁ କଟକ ରେଲୱେ ଏସପି ଭାବେ ନିଯୁକ୍ତ । ନବରଙ୍ଗପୁର ଏସପି ହେଲେ ମିହିର କୁମାର ପଣ୍ଡା (ଓପିଏସ) । ପୋଲିସ ଅଧିକାରୀ ମାନଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking