27.1 C
Bhubaneswar
Sunday, August 24, 2025
Homeଓଡିଶା୨୮ରୁ ରତ୍ନଭଣ୍ଡାର ମରାମତି

୨୮ରୁ ରତ୍ନଭଣ୍ଡାର ମରାମତି

ପୁରୀ: ୨୮ରୁ ରତ୍ନଭଣ୍ଡାର ମରାମତି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି, ଏବେ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ ।  କେବେ ମରାମତି ସରିବ ମୁଁ କହିବା ଠିକ ହେବନି । ଅନ୍ୟପଟେ ଆହୁରି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି,  ଜଳଲାଗି ବେଳେ  ଅଣସେବାୟତ ଥିଲେ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସ୍ନାନ ମଣ୍ଡପରେ ଥିବାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଏନେଇ ଭିଡିଓ ଚିତ୍ର ଦେଖି ଚିହ୍ନଟ କରାଯିବ ।  ମାତ୍ର ନୀତିକାନ୍ତି, ପହଣ୍ଡି ଶୃଙ୍ଖଳିତ ଭାବେ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking