25.1 C
Bhubaneswar
Monday, March 16, 2026
Homeଓଡିଶାଦିଲ୍ଲୀପଙ୍କୁ ମନା କରିଛି: ଲକ୍ଷ୍ମଣ

ଦିଲ୍ଲୀପଙ୍କୁ ମନା କରିଛି: ଲକ୍ଷ୍ମଣ

ଭୁବନେଶ୍ୱର: ମତଦାନ କରିବା ପୂର୍ବରୁ ପ୍ରତିକ୍ରିୟା ରଖିଲେ ଲକ୍ଷ୍ମଣ ମୁଣ୍ଡା । ବିଧାନସଭାର ଏକମାତ୍ର ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ମୋତେ କମନ କ୍ୟାଣ୍ଡିଡେଟଙ୍କୁ ଭୋଟ ଦେବାକୁ କୁହାଯାଇଚି । ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, ମନା କରିଛି । ଆଜି ରାଜ୍ୟସଭା ନିର୍ବାଚନ । ଭୋଟ ଦେଉଛନ୍ତି ବିଧାୟକ । ଏହି ମତଦାନ କରିବା ପ୍ରକ୍ରିୟା ଅପରାହ୍ମ ୪ଟା ଯାଏଁ ଚାଲିବ । ମତଦାନ ସରିବା ପରେ ଅପରାହ୍ମ ୫ଟାରେ ଗଣତି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking